ଶ୍ରୀମା’ ଭାବମୟୀ ପରମହଂସଙ୍କ ଦ୍ୱାରା ସ୍ଥାପିତ
ଦିବ୍ୟଧାମ ଯୋଗାଶ୍ରମ, ପୁରୀର ଏହି ୱେବ୍ସାଇଟକୁ
– ଆପଣଙ୍କୁ ସ୍ୱାଗତ –

ପୂଜନୀୟା ଶ୍ରୀମା’ ଭାବମୟୀ ପରମହଂସ
(୧୯୩୨–୨୦୦୨)
सत्यं परं धीमहि
ଆମ୍ଭେମାନେ ଚରମ ସତ୍ୟ ପ୍ରତି
ଅନୁଧ୍ୟାନ ରତ
“ନିତ୍ୟ ସୁଖ ଓ ପରମ ଶାନ୍ତି କେବଳ
ଭଗବାନଙ୍କଠାରୁ ହିଁ ମିଳି ପାରେ;
ତେଣୁ ମାନବ ଜୀବନର ଲକ୍ଷ୍ୟ ହେଉଛି
ଭଗବତ୍ ସାକ୍ଷାତକାର ”
– ମା’-
